ଓଲଟିଲା ବେଆଇନ ଗୋରୁ ବୁଝେଇ ପିକଅପ୍
by Argus News
Fri, Apr 26 | 11:38 a.m.

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଧାମନଗର ପଳିକିରି ରାସ୍ତାରେ ଏକ ବେଆଇନ ଗୋରୁ ବୁଝେଇ ପିକଅପ୍ ଓଲଟି ପଡ଼ି ଥିବା ବେଳେ ।ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ।ସୂଚନା ଅନୁଯାୟୀ  ପିକଅପ ଗାଡି ଭିତରେ ୫ରୁ ଅଧିକ ଗୋରୁ ଥିଵା ଜଣାପଡିଛି ।  ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଗାଡି ଅଟକ ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛି । 

ତେବେ ଧାମନଗର ଅଞ୍ଚଳର ଦିନକୁ ଦିନ ବେଆଇନ ଗୋରୁ ଚୋରା ଚାଲାଣ ବଢ଼ିବରେ ଲାଗିଥିବା ବେଳେ ଦିନକୁ ଦିନ ଏହି ଭଳି ଦୁର୍ଘଟଣା ଘଟୁଛି । ଯାହାକୁ ଧାମନଗର ବାସିନ୍ଦା ଏଥିପାଇଁ ଧାମନଗର ପ୍ରଶାସନ କୁ ପ୍ରତିଵାଦ କରରିଛନ୍ତି ।ବେଆଇନ ଗୋରୁ ଚୋରା ଚାଲାଣ କୁ ନେଇ ଲିଖିତ ଅଭିଯୋଗ ସହ ବିଭିନ୍ନ ସମୟରେ ମଧ୍ୟ ଦାବି କରିଆସିଛନ୍ତି। ସେପଟେ ଗାଡ଼ି ଟି ଧାମନଗର ଅଞ୍ଚଳର ବୋଲି ସୂଚନା ଅନୁଯାୟୀ ଜଣାପଡିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ILLEGAL MINING
17m ago
ବେଆଇନ୍ ଖଣି ଉତ୍ତୋଳନ ନେଲା ୩ ଶ୍ରମିକଙ୍କ ଜୀବନ
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟ
SECOND
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ